କେରଳର କୋଚିରେ କରୋନାଭାଇରସଜନିତ ପ୍ରଥମ ମୃତ୍ୟୁ

ତିରୁବନନ୍ତପୁରମ୍: ଶନିବାର ଦିନ କେରଳ କୋଚିରେ କରୋନାଭାଇରସଜନିତ ପ୍ରଥମ ମୃତ୍ୟୁ ଘଟିଥିବା କଥା ରାଜ୍ୟ ସରକାର ଘୋଷଣା କରିଛନ୍ତି । ୬୯ ବର୍ଷିୟ ଏହି କରୋନାଭାଇରସ୍ ଆକ୍ରାନ୍ତ ବ୍ୟକ୍ତିଜଣକ କୋଚିସ୍ଥିତ କଲାମାସେରି ମେଡିକାଲ୍ କଲେଜରେ ଚିକିତ୍ସିତ ହେଉଥିଲେ । ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି ଯେ ସମ୍ପୃକ୍ତ ବ୍ୟକ୍ତିଜଣକ ଦୁବାଇ ଯାଇଥିଲେ । ତାଙ୍କ ଠାରେ ନିମୋନିଆ ଲକ୍ଷଣ ଦେଖାଦେବାରୁ ମାର୍ଚ ୨୨ ତାରିଖ ଦିନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । … Continue reading କେରଳର କୋଚିରେ କରୋନାଭାଇରସଜନିତ ପ୍ରଥମ ମୃତ୍ୟୁ